ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ

୧. ଆଦିବାସୀ ଭାଷାରେ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ (ବଣ୍ଡା)
୨. ସାଂସ୍କୃତିକ ଶବ୍ଦାବଳୀ ଚୟନ (ପଞ୍ଚସଖା ଖଣ୍ଡ)
୩. ଅଣ ଓଡ଼ିଆଙ୍କ ନିମିତ୍ତ ଓଡ଼ିଆ ଭାଷା ଶିକ୍ଷା
୪. ପ୍ରାଥମିକ ସ୍ତରରେ ଚିତ୍ର-ଶବ୍ଦ ପୁସ୍ତକ
୫. ସାଧାରଣ ବନାନ ଶୁଦ୍ଧି
୬. ପ୍ରଶାସନିକ ଶବ୍ଦକୋଷ (ପରିବର୍ଦ୍ଧିତ ଓ ପରିମାର୍ଜିତ)
୭. ଆଦର୍ଶ ପୁସ୍ତକ ଆଫିସିକ ନଥି ପ୍ରସ୍ତୁତି
୮. ଓଡ଼ିଆ ଭାଷାର ଇତିହାସ ପ୍ରଣୟନ
୯. କଥିତ ଓଡ଼ିଆ ଶବ୍ଦକୋଷ
୧୦. ବର୍ଣ୍ଣମାଳା ଆଲୋଚନା
୧୧. ଓଡ଼ିଆ ଭାଷା ଦୀପିକା
୧୨. ଯୋଗାଯୋଗର ଭାଷା ଓଡ଼ିଆ
୧୩. ଓଡ଼ିଆ ଭାଷାତତ୍ତ୍ୱ କୋଷ
୧୪. ଓଡ଼ିଶାର ଜନଜାତି: ଏକ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ
୧୫. କାର୍ଯ୍ୟାଳୟ ନଥି (ନୂତନ ସଂସ୍କରଣ)